https://kanaknews.com/breakingnews/%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf-%e0%ac%ac%e0%ac%bf%e0%ac%b7%e0%ad%9f%e0%ac%b0%e0%ad%87-%e0%ad%ae%e0%ad%a6-%e0%ac%ae%e0%ac%be%e0%ac%b0%e0%ad%8d%e0%ac%95%e0%ac%b0-%e0%ac%b9%e0%ad%87/
ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ । ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ହେବ ମୂଲ୍ୟାୟନ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ।